28.1 C
Bhubaneswar
Friday, May 15, 2026
Homeଓଡିଶାବିଏମସି ହିଂସାକାଣ୍ଡରେ ସଂପୃକ୍ତ ଅଭିଯୋଗ ଆଧାରରେ ୫ଜଣଙ୍କୁ ନିଲମ୍ବନ କଲେ ରାଜ୍ୟ ସଭାପତି

ବିଏମସି ହିଂସାକାଣ୍ଡରେ ସଂପୃକ୍ତ ଅଭିଯୋଗ ଆଧାରରେ ୫ଜଣଙ୍କୁ ନିଲମ୍ବନ କଲେ ରାଜ୍ୟ ସଭାପତି

ଭୁବନେଶ୍ୱର: ଗତ କାଲି ଜୁନ ୩୦ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆଧାରରେ ନିମ୍ନଲିଖିତ ୫ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ନିଲମ୍ବନ କରିଛନ୍ତି ।
୧. କର୍ପୋରେଟର ଅପରୂପ ନାରାୟଣ ରାଉତ
୨. ରଶ୍ମି ରଞ୍ଜନ ମହାପାତ୍ର
୩. ଦେବାଶିଷ ପ୍ରଧାନ
୪. ସଚିକାନ୍ତ ସ୍ୱାଇଁ
୫. ସଂଜୀବ ମିଶ୍ର

ସୂଚନା ଥାଉକି, ଆସନ୍ତା କାଲି ବିଏମସି ଅଫିସରେ ପଶି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ବିଧା, ଗୋଇଠା, ଚାପୁଡା ମାରିଥିଲେ ୫ରୁ ୬ ଜଣ ବ୍ୟକ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking