35.1 C
Bhubaneswar
Thursday, March 26, 2026
Homeଓଡିଶାସୁରୁଖୁରୁରେ ସରିବ ରଥଯାତ୍ରା: ଚଞ୍ଚଲ

ସୁରୁଖୁରୁରେ ସରିବ ରଥଯାତ୍ରା: ଚଞ୍ଚଲ

ପୁରୀ: ଦାୟିତ୍ୱ ମିଳିବା ପରେ ଚଞ୍ଚଲ ରାଣାଙ୍କ ବୟାନ । କହିଲେ ମହାପ୍ରଭୁଙ୍କ ପାଇଁ ଜିଲ୍ଲାପାଳ ଦାୟିତ୍ୱ ମିଳିଛି । ସରକାର ଜିଲ୍ଲାପାଳ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ରଥଯାତ୍ରା ଭଲରେ କରିବାକୁ ଆଶା ରଖିଛୁ । ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା କରାଯିବ । ସମସ୍ତଙ୍କ ସହେଯାଗ କାମନା କରୁଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking