25.1 C
Bhubaneswar
Saturday, December 6, 2025
Homeଓଡିଶାଦୁର୍ନୀତିଖୋର ଫାର୍ମାସିଷ୍ଟଙ୍କୁ ୨ ବର୍ଷ ଜେଲ

ଦୁର୍ନୀତିଖୋର ଫାର୍ମାସିଷ୍ଟଙ୍କୁ ୨ ବର୍ଷ ଜେଲ

ସୁନ୍ଦରଗଡ: ଦୁର୍ନୀତିଖୋର ଫାର୍ମାସିଷ୍ଟଙ୍କୁ ୨ ବର୍ଷ ଜେଲ ଦଣ୍ଡ । ଗୁରୁଣ୍ଡିଆ ପିଏଚସିର ପୂର୍ବତନ ଫାର୍ମାସିଷ୍ଟ ସନତ ମହାନ୍ତିଙ୍କୁ ୨ ବର୍ଷ ଜେଲ ଦଣ୍ଡ । ରୋଗୀ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ନେଇ ଗିରଫ ହୋଇଥିଲେ ପିଏଚସିର ପୂର୍ବତନ ଫାର୍ମାସିଷ୍ଟ ସନତ । ଜେଲ ଦଣ୍ଡାଦେଶ ଶୁଣାଇଲେ ସୁନ୍ଦରଗଡ ଭିଜିଲାନ୍ସ କୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking