18.1 C
Bhubaneswar
Saturday, December 6, 2025
Homeଓଡିଶାଗଞ୍ଜେଇ ମୁକ୍ତ ହେବ ଓଡ଼ିଶା: ମନ୍ତ୍ରୀ

ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟକୁ ସମ୍ପୁଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗଞ୍ଜେଇ ଚାଷରୁ ନିବୃତ୍ତ ରହିବାକୁ ଅବକାରୀ ମନ୍ତ୍ରୀଙ୍କ ଅପିଲ ରହିଛି ।  ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।  ଚଳିତ ବର୍ଷ  ସର୍ୱାଧିକ  ଗଞ୍ଜେଇ  ଚାଷ ନଷ୍ଟ ହୋଇଛି ।  ଜନଜାତିଙ୍କୁ ପ୍ରଲୋଭିତ କରି ଗଞ୍ଜେଇ ଚାଷ କରାଯାଉଛି ।  ମାଫିଆଙ୍କ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି । ପୋଲିସ ସହ ଅବକାରୀ ବିଭାଗର  ଆଲୋଚନା ହୋଇଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking