17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଶୁଭାଂଶୁ  ଶୁକ୍ଲାଙ୍କୁ ଏକ୍ସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଶୁଭାଂଶୁ  ଶୁକ୍ଲାଙ୍କୁ ଏକ୍ସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଗ୍ରୁପ କ୍ୟାପଟେନ ଶୁଭାଂଶୁ  ଶୁକ୍ଲାଙ୍କୁ ଏକ୍ସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି   ଦ୍ରୌପଦୀ ମୁର୍ମୁ । ଭାରତ ପାଇଁ ମହାକାଶରେ ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି କରିପାରିଛନ୍ତି ।  ସମଗ୍ର ଦେଶ ଶୁଭାଂଶୁଙ୍କ ଯାତ୍ରା ପାଇଁ ଉତ୍ସାହିତ ଓ ଗର୍ୱିତ ।  ଭାରତ , ଆମେରିକା, ପୋଲାଣ୍ଡ, ହଙ୍ଗେରୀ ଆକ୍ସିଅମ ମିଶନ ମିଶନ ୪ରେ ସାମିଲ ଅଛନ୍ତି ।  ମହାକାଶଚାରୀ ପ୍ରମାଣ କରିଛନ୍ତି ବିଶ୍ୱ ଗୋଟିଏ ପରିବାର ବସୁଧୈବ କୁଟୁମ୍ଭକମ । ସୂଚନା ଥାଉକି ଆଜି ଭାରତୀୟ ସମୟ ୧୨ ଟା ୧ରେ  ଆକ୍ସିଅମ – ୪ ମିଶନ ଲଞ୍ଚ ହୋଇଥିଲା । ମହାକାଶରୁ ଉଡାଣ ଭରି ଇତିହାସ ରଚିଛନ୍ତି ଶୁଭାଂଶୁ  ଶୁକ୍ଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking