ଭୁବନେଶ୍ୱର: ବଜାରକୁ ଆସିଲା ଓମଫେଡର ନୂଆଦର । ଓମଫେଡ କ୍ଷୀର ରେଟ ବଢିଲା । ପ୍ରିମିୟମ ଓ ଟୋନ୍ଡ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି ହୋଇଛି । ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି । ଏନେଇ ଓମଫେଡ ପକ୍ଷରୁ ସୂଚନା ଦିଆଯାଇଛି ।