ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବୋମାମାଡ । କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଭୁବନେଶ୍ୱର ଉପକଣ୍ଠ ସାମପୁରରେ କାର ସୋ ରୁମକୁ ବୋମାମାଡ । ୫ଟି ବୋମା ମାଡ କରିଥିଲେ ଦୁର୍ବୃତ୍ତ । ବୋମାମାଡରେ ଏକାଧିକ ଗାଡି ପୋଡି ଯାଇଥିବା ସୂଚନା ମିଳିଛି ।