21.1 C
Bhubaneswar
Saturday, December 6, 2025
Homeଓଡିଶାନବ ଦାସଙ୍କ ଘରେ ଆୟକର ଚଢାଉ

ନବ ଦାସଙ୍କ ଘରେ ଆୟକର ଚଢାଉ

ଭୁବନେଶ୍ୱର: ପୂର୍ୱତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ  ନବ କିଶୋର ଦାସଙ୍କ ଘରେ ଗୁରୁବାର ଭୋରରୁ  ଆୟକର ବିଭାଗ ପକ୍ଷରୁ  ଚଢଉ କରାଯାଇଛି ।  ତାଙ୍କର ୧୯ଟି ସମ୍ପତ୍ତି  ଥିବା ସ୍ଥାନରେ  ଏକକାଳୀନ ଚଢାଉ କରିଛି ।  ଆୟକର ବିଭାଗ ପକ୍ଷରୁ   ଭୋର ୫ଟାରୁ  ଏହି ଚଢାଉ କରାଯାଉଛି ।  ସୂଚନା ଅନୁଯାୟୀ ସମ୍ବଲପୁର, ଝାରସୁଗୁଡା, ଭୁବନେଶ୍ୱର ଏବଂ ଦିଲ୍ଲୀରେ ୧୯ଟି ସ୍ଥାନରେ ଆଇଟି ଚଢାଉ କରାଯାଇଛି । ଚଢଉରେ ୧୮୦ ଅଧିକାରୀ ସାମିଲ ଅଛନ୍ତି । ୧୨୦ଟି ଆଇଟି ଅଫିସର , ୪୦ ସିଆରପିଏଫ କର୍ମଚାରୀ ଚଢଉ କାଯ୍ୟରେ  ନିୟୋଜିତ ଅଛନ୍ତି । ଚଢଉରେ  ୬୦ ଗାଡି ସାଇଣ୍ଟିକ ଟିମ  ମଧ୍ୟ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking