କଳାହାଣ୍ଡି: ଧର୍ମଗଡ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ବାଜେପି ବାଜିମାତ ମାରିଛି । କଲମପୁର ବ୍ଲକ ଉପନିର୍ବାଚନରେ ଅଧ୍ୟକ୍ଷା ଜ୍ୟୋତି ନାଏକ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ଅଧ୍ୟକ୍ଷା ଅନାସ୍ଥାରେ ହାରିବା ପରେ ଜ୍ୟୋତି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତିି ।