25.1 C
Bhubaneswar
Saturday, February 7, 2026
Homeଓଡିଶାଟ୍ରକ୍ ଚଢ଼ାଇ ଡ୍ରାଇଭରକୁ ହତ୍ୟା

ଟ୍ରକ୍ ଚଢ଼ାଇ ଡ୍ରାଇଭରକୁ ହତ୍ୟା

ଝାରସୁଗୁଡା : ଝାରସୁଗୁଡାରେ ଦୁଇ ଟ୍ରକ ଡ୍ରାଇଭରଙ୍କ ମଧ୍ୟରେ ଗଣ୍ଡଗୋଳ। ଟ୍ରକ୍ ଚଢ଼ାଇ ଜଣଙ୍କୁ ହତ୍ୟା କରିଛି ଅନ୍ୟ ଜଣେ ଡ୍ରାଇଭର। ସୂଚନା ଅନୁସାରେ, କୌଣସି କଥାକୁ ନେଇ ଦୁଇ ଟ୍ରକ୍ ଡ୍ରାଇଭରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।  ପଥରରେ ଜଣେ ଆଉ ଜଣକୁ ଆକ୍ରମଣ କରିଥିଲା। ଯେଉଁଥିରେ ରାଗିଯାଇ ଜଣେ ଡ୍ରାଇଭର ଅନ୍ୟ ଜଣେ ଡ୍ରାଇଭରକୁ ଟ୍ରକ୍ ଚଢ଼ାଇ ହତ୍ୟା କରିଛି। ମୃତକ ହେଲେ ବିହାରର ସଞ୍ଜୟ ମହାକୁଳ। ଗାଡି ଚଢ଼ାଇ ହତ୍ୟା କରିଥିବା ଡ୍ରାଇଭର ଜଣକ ଫେରାର ହୋଇଯାଇଛି। ଉଭୟ ଟ୍ରକ ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ, କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking