25.1 C
Bhubaneswar
Thursday, April 30, 2026
Homeଓଡିଶାଝାଡ଼ାବାନ୍ତି ଆକ୍ରାନ୍ତଙ୍କ ପାଖରେ ପହଞ୍ଚିଲା ସ୍ବାସ୍ଥ୍ୟ ଟିମ୍‌

ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ପାଖରେ ପହଞ୍ଚିଲା ସ୍ବାସ୍ଥ୍ୟ ଟିମ୍‌

ଯାଜପୁର: ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଦୁଇ ଦିନ ମଧ୍ୟରେ ୧୫୦ରୁ ଅଧିକ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଏକ ଡାକ୍ତରୀ ଟିମ୍‌ ରୋଗୀଙ୍କ ପାଖରେ ପହଞ୍ଚିଛି। ଧର୍ମଶାଳା ଅଞ୍ଚଳରେ ଅନେକ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଥିବା ବେଳେ କେତେଜଣ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ବେଳେ ଅନେକ ଘରେ ରହି ଚିକିତ୍ସିତ ହେଉଛନ୍ତି। ଏହି ଅଞ୍ଚଳର ପାଖର ପଞ୍ଚାୟତରୁ ରୋଗୀଙ୍କ ସଂଖ୍ୟା ବଢ଼ି ଥିବା ବେଳେ ଏକ ଟିମ୍‌ ବୁଧବାର ମଧ୍ୟାହ୍ନରେ ଯାଇ ରୋଗୀଙ୍କ ପାଖରେ ପହଞ୍ଚିଛନ୍ତି। ସେମାନଙ୍କ ସାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରିବା ସହ କିପରି ହେଲା ସେ ବିଷୟରେ ଯାଞ୍ଚ କରି ବୁଝୁଛନ୍ତି। ଗାଁରେ ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କ ସହ ଆଲୋଚନା କରିବା ସହ ସଚେତନ କିପରି ରହିବେ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking