15.1 C
Bhubaneswar
Wednesday, December 17, 2025
Homeଓଡିଶାଧର୍ମଶାଳାରେ ବ୍ୟାପୁଛି ଝାଡ଼ାବନ୍ତି: ୪୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା

ଧର୍ମଶାଳାରେ ବ୍ୟାପୁଛି ଝାଡ଼ାବନ୍ତି: ୪୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା

ଯାଜପୁର: ଧର୍ମଶାଳାରେ ବ୍ୟାପୁଛି ଝାଡ଼ାବନ୍ତି । ପାଖାପାଖି ୪୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାଜପୁର ଜିଲ୍ଲା ଧର୍ମଶାଳାର ବିଭିନ୍ନ ଅଞ୍ଚଳରେ ଅଚାନକ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଧର୍ମଶାଳା ମେଡ଼ିକାଲରେ ଏବେ ପାଖାପାଖି ୪୦ ଜଣ ଝାଡ଼ାବାନ୍ତିରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ତେବେ ମେଡିକାଲ୍‌ରେ ରୋଗୀଙ୍କୁ ଠିକ୍‌ ଭାବେ ଚିକିତ୍ସା ମିଳୁନଥିବା ଅଭିଯୋଗ ହୋଇଛି । ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଥିବାର ଅଭାବନୀୟ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking