24.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଦିଲ୍ଲୀବାସୀଙ୍କୁ ତିନି ଦିନ ତାତିରୁ ମିଳିବନି ତ୍ରାହି

ଦିଲ୍ଲୀବାସୀଙ୍କୁ ତିନି ଦିନ ତାତିରୁ ମିଳିବନି ତ୍ରାହି

ନୂଆଦିଲ୍ଲୀ: ପ୍ରବଳ ଖରା ସାଙ୍ଗଙ୍କୁ ଅସହ୍ୟ ଗୁଳୁଗୁଳିରେ ଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଗାମୀ ୩ ଦିନ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।ଭାରତୀୟ ପାଣିପାଗ ବିଭାଗ ଆଗାମୀ ୩ ଦିନ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି । ଏଥିସହ ଦିନର ତାପମାତ୍ରା ୪୫ ଡିଗ୍ରୀ ଡେଇଁବା ନେଇ ଅନୁମାନ କରାଯାଉଛି । ତେବେ ଏହି ୩ ଦିନ ମଧ୍ୟରେ ଅସହ୍ୟ ଗୁଳୁଗୁଳି ମଧ୍ୟ ହେବ ଯାହା ଜନଜୀବନକୁ ପ୍ରଭାବିତ କରିପାରେ । ଗତକାଲି ରାତିରେ ଦିଲ୍ଲୀରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିବା ବେଳେ ଏହା ଆଗକୁ ମଧ୍ୟ ଜାରି ରହିବ ।ସେପଟେ ସକାଳ ହେଉ ହେଉ ଖରା ନାଲିଆଖି ଦେଖାଉଥିବା ବେଳେ ସକାଳ ସାଢେ ୫ଟା ସୁଦ୍ଧା ତାପମାତ୍ରା ୩୨ ଡିଗ୍ରୀ ଥିବା ରେକର୍ଡ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking