32.1 C
Bhubaneswar
Sunday, March 22, 2026
Homeଓଡିଶାପାଗରେ ପରିବର୍ତ୍ତନ: ଅପରାହ୍ନରେ ପ୍ରବଳ ବର୍ଷା ସମ୍ଭାବନା

ପାଗରେ ପରିବର୍ତ୍ତନ: ଅପରାହ୍ନରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ପାଗରେ ପରିବର୍ତ୍ତନ ଆସିବ। ଦିନରେ ଗରମ ଲାଗି ରହିବାର ସମ୍ଭାବନା ଥିବାବେଳେ ଅପରାହ୍ନରେ ବର୍ଷା ହେବାର ସମ୍ଭାବନା ରହିଛି।ଓଡିଶାର ଲୋକମାନେ ଦିନରେ ଆର୍ଦ୍ରତା ଅନୁଭବ କରିବାର ସମ୍ଭାବନା ଥିବାବେଳେ ଅପରାହ୍ନରେ ଘଡ଼ଘଡ଼ି, ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ନହେବା ପର୍ଯ୍ୟନ୍ତ ଏପରି ଅନିଶ୍ଚିତ ପାଗ ପରିବର୍ତ୍ତନ ଅନୁଭୂତ ହେବାର ସମ୍ଭାବନା ରହିଛି। ସମଗ୍ର ଓଡ଼ିଶା ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଗତି କରୁଛି।କିଛି ସ୍ଥାନରେ ତାପମାତ୍ରା 41 ଡିଗ୍ରୀ ସେଲସିୟସ ମଧ୍ୟ ଅତିକ୍ରମ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking