ବ୍ରହ୍ମପୁର: ଲାଞ୍ଚ ନେବା ବେଳେ ଧରାପଡିଲେ ମହିଳା ଥାନା ଏଏସଆଇ । ମହିଳା ଥାନା ଏଏସଆଇ ବବିତା ସୁନାଙ୍କୁ ଧରିଲା ଭିଜିଲାନ୍ସ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ । ଏକ ମାମଲାର ରଫାଦଫା ପାଇଁ ଲାଞ୍ଚ ମାଗିଥିଲେ ।