ନୂଆଦିଲ୍ଲୀ: ନିଟ୍ – ପିଜି ୨୦୨୫ ପ୍ରବେଶିକା ପରୀକ୍ଷା ସ୍ଥଗିତ । ଜୁନ ୧୫ରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ । ପରୀକ୍ଷା ସ୍ଥଗିତ ନେଇ ସୂଚନା ଜାରି କଲା ଏନବିଇଏମଏସ । ୨ ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ପରୀକ୍ଷା ପାଇଁ କହିଥିଲେ ସୁପ୍ରିମକୋର୍ଟ । ଗୋଟିଏ ସିଫ୍ଟରେ ପରୀକ୍ଷା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର ଦରକାର । ପ୍ରସ୍ତୁତି କରି ପରବର୍ତ୍ତି ତାରିଖ ଜଣାଇ ଦିଆଯିବ ବୋଲି ସୂଚନା ଦେଇଛି ଏନବିଇଏମଏସ ।










