28.1 C
Bhubaneswar
Wednesday, February 4, 2026
Homeଓଡିଶାଯୁବକଙ୍କୁ ଗଳା କାଟି ନିମର୍ମ ହତ୍ୟା

ଯୁବକଙ୍କୁ ଗଳା କାଟି ନିମର୍ମ ହତ୍ୟା

ପାଳଲହଡା: ଯୁବକଙ୍କୁ ଗଳା କାଟି ନିମର୍ମ ହତ୍ୟା ଘଟଣା ସମନାକୁ ଆସିଛି । କଣିହାଁ ଥାନା ମସୁଣୀହତା ଗାଁରେ ହତ୍ୟାକାଣ୍ଡ ଘଟିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଜଣେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଛି । ଘଟଣାସ୍ଥଳରେ ଲୋକଙ୍କ ମଧ୍ୟରେ ଭ୍ୟର ଛାୟା ଖେଳିଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking