21.1 C
Bhubaneswar
Wednesday, February 11, 2026
Homeଓଡିଶାଧାରଣା ବେଳେ ବିଧାୟକଙ୍କୁ ଉଠାଇନେଲା ପୋଲିସ

ଧାରଣା ବେଳେ ବିଧାୟକଙ୍କୁ ଉଠାଇନେଲା ପୋଲିସ

ସୁନ୍ଦରଗଡ଼: ବରପାଲି ରେଳ ସାଇଡିଂ ଠାରେ ଆନ୍ଦୋଳନରତ ବିଧାୟକ ଯୋଗେଶ କୁମାର ସିଂ ଏବଂ ଗ୍ରାମବାସୀଙ୍କୁ ପୁଲିସ ଉଠାଇ ନେଇଛି। ବେଆଇନ କୋଇଲା ପରିବହନକୁ ନେଇ ଗତ ଚାରି ମାସରୁ ଏଠାରେ ଆନ୍ଦୋଳନ ଚାଲିଛି। ଗତ ୩ ତାରିଖ ମଧ୍ୟ ଅଟକ ରଖି ରେଳ ଯୋଗେ କୋଇଲା ପରିବହନ କରାଯାଇଥିଲା। ବେଆଇନ କୋଇଲା ପରିବହନକୁ ନେଇ ଗତ ଚାରି ମାସରୁ ବରପାଲି ରେଳ ସାଇଡିଂଠାରେ ଆନ୍ଦୋଳନ ଚାଲିଛି। ଆନ୍ଦୋଳନରତ ବିଧାୟକ ଯୋଗେଶ କୁମାର ସିଂ ଏବଂ ଗ୍ରାମବାସୀଙ୍କୁ ପୁଲିସ ଉଠାଇ ନେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking