26.1 C
Bhubaneswar
Friday, July 4, 2025
Homeଓଡିଶାୟୁନିଟ-୪ ମାର୍କେଟରେ ପୁଳାପୁଳା ଗଞ୍ଜେଇ ଜବତ

ୟୁନିଟ-୪ ମାର୍କେଟରେ ପୁଳାପୁଳା ଗଞ୍ଜେଇ ଜବତ

ଭୁବନେଶ୍ୱର: ରାଜଧାନୀ ୟୁନିଟ୍ ୪ ମାର୍କେଟରେ ସ୍ପେଶାଲ କ୍ରାଇମ ୟୁନିଟର ଚଢ଼ାଉ । ନିଶା ବିକ୍ରି ସମ୍ପର୍କୀତ ଅଭିଯୋଗ ପାଇବା ପରେ ବ୍ୟାପକ ହେଲା ଚଢ଼ାଉ । ଏସଟିଏଫ ସହାୟତାରେ ଚଢ଼ାଉ ଜାରି ରଖିଛି ସ୍ପେଶାଲ କ୍ରାଇମ ୟୁନିଟ୍। ଚଢାଉ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ନିଶାକାରବାର କରୁଥିବା ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking