17.1 C
Bhubaneswar
Tuesday, December 9, 2025
Homeଓଡିଶାପିସିସି ପକ୍ଷରୁ ପଣ୍ଡିତ ନେହେରୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ପିସିସି ପକ୍ଷରୁ ପଣ୍ଡିତ ନେହେରୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ଵର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଶ୍ରାଦ୍ଧବାର୍ଷିକୀ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ କଂଗ୍ରେସ ନେତୃବୃନ୍ଦ ମାଷ୍ଟରକ୍ୟାଟିନ ଛକସ୍ଥିତ ନେହେରୁ ପାର୍କରେ ଥିବା ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ଭବନ ପରିସରରେ ଥ‌ିବା ପଣ୍ଡିତ ନେହେରୁଙ୍କ ପ୍ରତମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।

ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଢ଼ୁ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ନଗେନ୍ଦ୍ର ପ୍ରଧାନ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସମୀର କୁମାର ରାଉତରାୟ, ଅଶୋକ ଦାସ, ମଙ୍ଗୁ ଖୁଲ, ନିଳମାଧବ ହିକକା, ଦେବାଶିଷ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ମାନସ ରଞ୍ଜନ ଆଚାର୍ଯ୍ୟ, ଅଭୟ ସାହୁ, ମନୋରଞ୍ଜନ ଦାଶ, ନକୁଳ ନାୟକ, ମନୋରଞ୍ଜନ ରାଉତରାୟ, ପ୍ରକାଶ ମିଶ୍ର, ରଜନୀ ମହାନ୍ତି, ଶରତ ଚନ୍ଦ୍ର ପ୍ରଧାନ, ସତ୍ୟବ୍ରତ ନାୟକ, ମନୋଜ ରାଉତ, ଚିନ୍ମୟ ସୁନ୍ଦର ଦାସ, ସୁଶାନ୍ତ ତ୍ରିପାଠୀ, ମିହିର ଆଚାର୍ଯ୍ୟ, ବାଙ୍କନିଧୂ ବେହେରା, ବିଷ୍ଣୁଚରଣ ବାରିକ, ଶ୍ରିୟାସ୍ମିତା ପଣ୍ଡା, ସିତାଂଶୁ ଦାଶ, ଜୋଗୀନାଥ ବାହୁବଳେନ୍ଦ୍ର, ଅନିମା ମିଞ୍ଜ, ମୋଟରାଜ ଡୁଙ୍ଗଡୁଙ୍ଗ, ଦୟାନିଧୂ ମହାପାତ୍ର, ଆଲୋକ ମହାନ୍ତି, ସୁବର୍ଷ ନାୟକ, ମୋହନ ହେମ୍ବ୍ରମ, ମହମ୍ମଦ ଇମଦାଦ, ଉଷାରାଣୀ ବେହେରା, ରାଜକିଶୋର ବାରିକ, ତରୁଣ ମିଶ୍ର, ଭାସ୍କର ସେଠୀ, ଅଜୟ ମହାପାତ୍ର, ପ୍ରଭାତ ପ୍ରତାପ ସିଂ, ମାସୁଦ ଅଲ୍ଲି, ଦେବାଶିଷ ଭୂୟାଁ, ଏମଡି ଶାହାଦୁଲ୍ଲା, ପ୍ରଶାନ୍ତ ରାଉତ, ନିରଞ୍ଜନ ନାୟକ, ସୁଭାଷ ପ୍ରଧାନ, ଦୀପକ ସାହୁ, ବସନ୍ତ ପଣ୍ଡା, ବିଜୟ ପ୍ରଧାନ, ଖଗେଶ୍ବର ମଲ୍ଲିକ, ଅକ୍ଷୟ ମଲ୍ଲିକ, ପ୍ରଶନ୍ନ ନାୟକ, ପ୍ରଶନ୍ନ ପାଇକରାୟ, ଜୟକୃଷ୍ଣ ସୁବୁଦ୍ଧି, ସମ୍ବୁ ପାଣିଗ୍ରାହୀ, ଅଜୟ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking