ଭୁବନେଶ୍ୱର: ସବୁ ଯୋଜନାରୁ ବାଦ ପଡିଥିଲେ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ଘର । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ପ୍ରଥମ ପଯ୍ୟାୟରେ ପ୍ରାୟ ୬୦ ହଜାର ଘର ଦିଆଯାଇଛି । ତାଲିକା ପ୍ରସ୍ତୁତି ଚାଲିଛି , ୨ ମାସ ଭିତରେ ପ୍ରକ୍ରିୟା ସରିବ । ମୌସୁମୀ ପରେ ଦ୍ୱିତୀୟ ପଯ୍ୟାୟ ଘର ବଣ୍ଟନ ହେବ ।










