18.1 C
Bhubaneswar
Sunday, December 21, 2025
Homeଓଡିଶାନିଳାଦ୍ରି ବିଜେ ମଧ୍ୟରେ ସରିବ କାମ: ମନ୍ତ୍ରୀ

ନିଳାଦ୍ରି ବିଜେ ମଧ୍ୟରେ ସରିବ କାମ: ମନ୍ତ୍ରୀ

ଭୁବନେଶ୍ୱର: ରଥଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ସରିବ ରତ୍ନଭଣ୍ଡାର ମରାମତି କାମ । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଲେ ଠାକୁରଙ୍କ ଚାପ ଖେଳ ପାଇଁ ଏବେ ବନ୍ଦ ରହିଛି ମରାମତି କାମ । ଠାକୁର ରଥକୁ ଆସିଲେ ମରାମତି କାମ ଆରମ୍ଭ ହେବ ଓ ସରିବ । ରଥଯାତ୍ରାରେ ଗର୍ଭଗୃହରେ ଯେଉଁ ମରାମତି କାମ ହୁଏ ସମୀକ୍ଷା ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking