18.1 C
Bhubaneswar
Sunday, February 8, 2026
Homeଓଡିଶାକଂଗ୍ରେସ ସମସ୍ତଙ୍କୁ ସ୍ଥାନ ଦେବ: ରାମଚନ୍ଦ୍ର କାଡାମ

କଂଗ୍ରେସ ସମସ୍ତଙ୍କୁ ସ୍ଥାନ ଦେବ: ରାମଚନ୍ଦ୍ର କାଡାମ

ଭୁବନେଶ୍ୱର: ବରିଷ୍ଠ ନେତା କଂଗ୍ରେସ ଟିମରେ ସ୍ଥାନ ନପାଇବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, କିଛି ତାଲିକା ବାହାରିଛି, ଆଗକୁ ବାହାରିବ । କଂଗ୍ରେସ ସମସ୍ତଙ୍କୁ ସ୍ଥାନ ଦେବ । ଭଲ ଓ ବିସ୍ତାରିତ କମିଟି ହେବ, ସବୁ ବର୍ଗଙ୍କୁ ସ୍ଥାନ ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking