17.1 C
Bhubaneswar
Sunday, December 7, 2025
Homeଓଡିଶାସତ ସମ୍ନାକୁ ଆସିବ: ଲବଙ୍କ ଭଉଣୀ

ସତ ସମ୍ନାକୁ ଆସିବ: ଲବଙ୍କ ଭଉଣୀ

ଭୁବନେଶ୍ୱର: ଗୋଟିଏ ପଟେ ସୋଲମୀଙ୍କୁ ଲବ ହାଁସଦା ଧୋକା ଦେଇଥିବା ଅଭିଯୋଗ ଆଣିଛନ୍ତି ସୋଲମୀଙ୍କ ପରିବାର । ଓଡ଼ିଆ ୟୁଟ୍ୟୁବର ଲବ ହାଁସଦାଙ୍କୁ ଖୋଜୁଛି ବେଙ୍ଗାଳୁରୁ ପୋଲିସ । ପ୍ରେମିକା ଜୀବନ ହାରିବା ମାମଲାରେ ଲବଙ୍କ ନାଁରେ ବେଙ୍ଗାଲୁରୁର ଏଚଏସଆର ଲେଆଉଟ ଥାନାରେ ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାପରେ ଲବଙ୍କ ପତ୍ତା ମିଳୁନି । ଲବ ହାଁସଦାଙ୍କ ପ୍ରେମିକା ସୋଲମୀ ମୁର୍ମୁ ୨ ଦିନ ତଳେ ଜୀବନ ହାରିଥିଲେ । ଏଥିପାଇଁ ଲବଙ୍କୁ ଦାୟୀ କରିଛନ୍ତି ମୃତ ସୋଲମୀଙ୍କ ଭାଇ ।

ଅନ୍ୟପଟେ ଲବ ହାଁସଦାଙ୍କ ମାମଲାରେ ତାଙ୍କ ଭଉଣୀଙ୍କ ପ୍ରତିକ୍ରିୟା । କହିଲେ ମୋ ଭାଇ ସେମିତି ନୁହଁନ୍ତି କହିଲେ ଲବଙ୍କ ଭଉଣୀ । ଆମେ ଘଟଣା ବିଷୟରେ ଗଣମାଧ୍ୟମରୁ ଜାଣିଲୁ । ତଦନ୍ତ ସରିଲେ ସତ ସ୍ନାକୁ ଆସିବ । ଭାଇ ନିଜେ ଗଣମାଧ୍ୟମକୁ ଜଣାଇବେ । ଲବଙ୍କ ବିବାହ ବିଷୟରେ ସେ କିଛି ଜାଣିନଥିବା କହିଲେ ଲବଙ୍କ ଭଉଣୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking