25.1 C
Bhubaneswar
Thursday, April 30, 2026
Homeଓଡିଶାଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ  

ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ  

ଯାଜପୁର: ଯାଜପୁର ଜିଲ୍ଲା ର କୋରେଇ ବ୍ଲକ ଅନ୍ତର୍ଗତ ତଣ୍ଡରା ପଞ୍ଚାୟତ ର ତଣ୍ଡରା ଗ୍ରାମର ନିକଟ ରେ ଥିବା ଖରସ୍ରୋତା ନଦୀ ପ୍ରଭାବିତ ହେଉଚି କିଛି ଦିନ ହେଲା କୁମ୍ଵିର ଆତଙ୍କ ଲାଗି ରହି ଥିଲା ଆଜି ଦିନ 12ଟା ମଧ୍ୟାହ୍ନ ସମୟରେ କୁମ୍ବୀର୍ କୈଳାସ ମଲ୍ଲିକ ଙ୍କ 20ବର୍ଷ ର ପୁଅ ସିଦ୍ଧାନ୍ତ ମଲ୍ଲିକ ଙ୍କୁ ନଦୀ ଗର୍ଭ କୁ ଟାଣି ନେଲା ଏ ସଂପର୍କ ରେ ଓଭର ଡ୍ରାଫ୍ଟ ଟିମ୍ ଖବର ପାଇ ନଦୀ ରେ ଖୋାଖୋଜି କାର୍ଯ୍ୟ ଆରମ୍ଭ କରି ଛନ୍ତି ସିଦ୍ଧାନ୍ତ ଗୋରୁ ଗାଈମାନଙ୍କୁ ଚରାଉ ଥିଲା ଶୋଷ ଲାଗିବାରୁ ସେ ନଦୀ କୁ ପାଣି ପିଇବା ସମୟ ରେ ହଠାତ୍ କୁମ୍ଭୀର ଆସି ନଦୀ ଗର୍ଭ କୁ ଟାଣି ନେଲା l ଉକ୍ତ ଗ୍ରାମ ରେ ଆତଙ୍କ ଖେଳିଯାଇଛି ଏ ସଂପର୍କ ରେ ବନ ବିଭାଗକୁ ଅବଗତ କରା ଯାଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking