18.1 C
Bhubaneswar
Thursday, February 12, 2026
Homeଓଡିଶାମାଓ ଅପରେସନରେ ବିରାମ

ମାଓ ଅପରେସନରେ ବିରାମ

ମାଲକାନଗିରି: କରେଗୁଟା ମାଓ ଅପରେସନରେ ଲାଗିଲା ବିରାମ । ୨୦ ଦିନର ଅପରେସନରେ ବିରାମ ଲାଗିଛି । କେନ୍ଦ୍ରୀୟ  କମିଟି ଟପ  ମାଓ ନେତାଙ୍କୁ ଘେରିଥିଲେ ଯବାନ । ପ୍ରାୟ ୨୦ ହଜାର ଯବାନ ସାମିଲ ହୋଇଥିଲୋ ୨୬ ମାଓବାଦୀଙ୍କ ଏନକାଉଣ୍ଟରରେ ହୋଇଥିଲା । ଯୁଦ୍ଧ ବିରାମର କାରଣ ଜଣାପଡିନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking