36.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଅପରେସନ ସିନ୍ଦୂରର ପ୍ରେସ୍ ବ୍ରିଫିଂ: ସୂଚନା ଦେଲେ ଦୁଇ ମହିଳା ଅଧିକାରୀ

ଅପରେସନ ସିନ୍ଦୂରର ପ୍ରେସ୍ ବ୍ରିଫିଂ: ସୂଚନା ଦେଲେ ଦୁଇ ମହିଳା ଅଧିକାରୀ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରଣାଳୟ ଅପରେସନ ସିନ୍ଦୂର ବିଷୟରେ ଏକ ଗଣମାଧ୍ୟମ ବ୍ରିଫିଂ କରିଥିଲା । ଏହି ପ୍ରେସ ବ୍ରିଫିଂରେ, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ, ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଏବଂ କର୍ଣ୍ଣେଲ ସୋଫିଆ କୁରେଶୀ ଅପରେସନ ସିନ୍ଦୂର ସହିତ ଜଡିତ ନୂତନ ସୂଚନା ଦେଇଥିଲେ। ବୈଦେଶିକ ମନ୍ତ୍ରଣାଳୟର ପ୍ରେସ ବ୍ରିଫିଂରେ କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ୱୋମିକା ସିଂହ କହିଛନ୍ତି ଯେ ଅପରେସନ ସିନ୍ଦୂରରେ କୌଣସି ପାକିସ୍ତାନୀ ସାମରିକ ଘାଟିକୁ ଟାର୍ଗେଟ କରାଯାଇ ନାହିଁ। ସେ କହିଥିଲେ ଯେ ପାକିସ୍ତାନ ଭାରତର ଅନେକ ସହରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ଆମେ ପୂର୍ବରୁ ପାକିସ୍ତାନକୁ ଚେତାବନୀ ଦେଇଥିଲୁ। ସେ କହିଛନ୍ତି ଯେ ପାକିସ୍ତାନୀ ସେନା ୧୫ଟି ଭାରତୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଭାରତୀୟ ସେନା ଏହି ଆକ୍ରମଣଗୁଡ଼ିକୁ ପଣ୍ଡ କରିଦେଇଥିଲା। ପ୍ରତିଶୋଧ ସ୍ୱରୂପ, ଲାହୋରର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଧ୍ୱଂସ ପାଇଗଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking