ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ ମହାସ୍ନାନ । ଭିତରକାଠ ନିକଟରେ ବାନ୍ତି ପଡିବାରୁ ବଡ ମହାସ୍ନାନ ହେବ । ନୀତିକାନ୍ତି ୧ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଭିତର ବେଢାରେ ପାଶ୍ୱର୍ ଦେବାଦେବୀଙ୍କୁ ଦର୍ଶନ କରିପାରିବେ ଭକ୍ତ ।