20.1 C
Bhubaneswar
Saturday, December 6, 2025
Homeଓଡିଶାକୋଇଲା ଖଣି ଭିତରେ ଦୁର୍ଘଟଣା: ଜଣେ ମୃତ

କୋଇଲା ଖଣି ଭିତରେ ଦୁର୍ଘଟଣା: ଜଣେ ମୃତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା  ହେମଗିରି ବ୍ଲକ ଅନ୍ତର୍ଗତ  ଡୁଲିଙ୍ଗା କୋଇଲା ଖଣି ଭିତରେ  ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୬ରୁ ଅଧିକ ଗୁରୁତର ହୋଇଛନ୍ତି । ସିଫ୍ଟ ଚେଞ୍ଜ ସମୟରେ ଅପରେଟରମାନଙ୍କୁ ନେଇ ଯାଉଥିବା ବସଟି ଖଣି ଭିତରେ ଓଲଟିଥିଲା ।  ବସରେ ୩୦ରୁ ଅଧିକ ଅପରେଟର ଥିଲେ । ଗୁରୁତର ଓ ଆହତମାନଙ୍କୁ ବ୍ରଜରାଜନଗରର ଏକ ହସ୍ପିଟାଲରେ  ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ସୂଚନା ରହିଛି ।  ଅନ୍ୟପଟେ ଏନଟିପିସି  ଡୁଲିଙ୍ଗା  କମ୍ପାନୀ ବାହାରେ  ଅନ୍ୟ  ଅପରେଟର ଓ ଶ୍ରମିକମାନେ କାଯ୍ୟ ବନ୍ଦ   କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking