14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶପାକ୍ ୟୁଟୁବ ଚ୍ୟାନେଲ ବ୍ୟାନ

ପାକ୍ ୟୁଟୁବ ଚ୍ୟାନେଲ ବ୍ୟାନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ମୋଦି ସରକାର ସୋମବାର ଦିନ ଭାରତରେ ପାକିସ୍ତାନ ଭିତ୍ତିକ ୟୁଟ୍ୟୁବ ଚ୍ୟାନେଲଗୁଡିକୁ  ବ୍ୟାନ କରିଛନ୍ତି  ା ଏକାଧିକ ୟୁଟୁବ ଚ୍ୟାନେଲକୁ ବ୍ୟାନ କରିଛନ୍ତି ଭାରତ ସରକାର । ଭାରତୀୟ ୟୁଟୁବ ୟୁଜର୍ସଙ୍କ ପାଇଁ   ସୋଏବ ଅଖତର, ଆରଜୁ କାଜମୀ ଏବଂ ସୟଦ ମୁଜ୍ଜାମିଲ ଶାହଙ୍କ ଭଳି ପାକିସ୍ତାନୀ  ଚ୍ୟାନେଲଗୁଡିକୁ ବ୍ୟାନ କରାଯାଇଛି ।  ୨୨ ଏପ୍ରିଲରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୪ ଜଣ ଇସଲାମିକ ଆତଙ୍କବାଦୀଙ୍କ ଗୁଳିରେ ମୋଟ ୨୬ ଜଣ ନିରୀହ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ପୀଡିତଙ୍କ ମଧ୍ୟରୁ ୨୪ ଜଣ ଧର୍ମ ଅନୁସାରେ ହିନ୍ଦୁ ଥିଲେ। ସମସ୍ତ ଆତଙ୍କବାଦୀ ଧର୍ମ ଅନୁସାରେ ମୁସଲମାନ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking