28.1 C
Bhubaneswar
Tuesday, March 31, 2026
Homeଓଡିଶାସାନ ଭାଇକୁ ହତ୍ୟା କଲା ବଡ ଭାଇ

ସାନ ଭାଇକୁ ହତ୍ୟା କଲା ବଡ ଭାଇ

ଭଞ୍ଜନଗର: ବଡ ଭାଇର କାଠ ଫଳିଆ ମାଡରେ ସାନ ଭାଇର ଦୁଃଖଦ ମୃତ୍ୟୁ । ତାରାସିଂ ଥାନା ବ୍ରାହ୍ମଣପଦର ଗାଁରେ ଘଟିଛି ହତ୍ୟାକାଣ୍ଡ । ବଚସାରୁ ଉଭୟ ଭାଇଙ୍କୁ ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking