21.1 C
Bhubaneswar
Saturday, February 7, 2026
Homeଓଡିଶାଯାଜପୁର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଧାରଣା

ଯାଜପୁର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଧାରଣା

ଯାଜପୁର: ପାର୍ଲାମେଣ୍ଟରେ ପେନସନ ସଂଶୋଧନ ବିଲ୍ ପ୍ରତ୍ୟାହାର କରିବା,ଅଷ୍ଟମ ବେତନ କ କମିଶନର ରିପୋର୍ଟ ପେନସନ୍‌ ଭୋଗୀମାନଙ୍କ ପାଇଁ ଲାଗୁ କରିବା ଆଦି ଦାବି ରେ ଯାଜପୁର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଧାରଣା ଦିଆଯାଇଛି।ସଂଘ ର ସଭାପତି ରବି ଶତପଥୀ ଙ୍କ ନେତୃତ୍ବ ରେ ଅନୁଷ୍ଠିତ ଏହି ଧାରଣା ରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ ଅବସରପ୍ରାପ୍ତ କର୍ମଚାରୀ ସାମିଲ ହୋଇ ତୁରନ୍ତ ଦାବି ପୂରଣ କରିବାକୁ ଦାବି କରିଥିଲେ। ଏହି ଧାରଣା ରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking