26.1 C
Bhubaneswar
Thursday, December 18, 2025
Homeଓଡିଶାରାଜନୈତିକ ରଙ୍ଗ  ଦେବାକୁ  କଂଗ୍ରେସର ଚେଷ୍ଟା: ବିଶ୍ୱେଶ୍ୱର

ରାଜନୈତିକ ରଙ୍ଗ  ଦେବାକୁ  କଂଗ୍ରେସର ଚେଷ୍ଟା: ବିଶ୍ୱେଶ୍ୱର

ଭୁବନେଶ୍ୱର: ଭୂପେଶ ବଘେଲଙ୍କୁ ସାଂସଦ  ବିଶ୍ୱେଶ୍ୱର ଟୁଡୁ  ଟାର୍ଗେଟ କରିଛନ୍ତି । କହିଛନ୍ତି, କଂଗ୍ରେସ ପାଖରେ  ପ୍ରସଙ୍ଗ ନାହିଁ । ରାଜନୈତିକ ରଙ୍ଗ  ଦେବାକୁ ଚେଷ୍ଟା କରୁଛନ୍ତି । ମହାନଦୀ ପ୍ରସ୍ତାବ ଆଗରୁ ଦେଇଥିଲେ ଭଲହୁଅନ୍ତା । ହୁଏତ ଆଗରୁ କହିଥିଲେ ସମାଧାନ ହୋଇସାରିଥାନ୍ତା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking