25.1 C
Bhubaneswar
Monday, December 22, 2025
Homeଓଡିଶାବସ- ଟ୍ରକ ମୁହାଁମୁହିଁ: ୨୦ ଆହତ

ବସ- ଟ୍ରକ ମୁହାଁମୁହିଁ: ୨୦ ଆହତ

ଆଠଗଡ: ବସ- ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଆଠଗଡ ଥାନା ମୁଣ୍ଡଳୀ ରାସ୍ତାର ଛାତାବାର ନିକଟରେ ଦୁର୍ଘଟଣା ଘଟିଛି । ସମସ୍ତ ଆହତ ଆଠଗଡ ମେଡିକାଲରେ ଭର୍ତ୍ତି   ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking