20.1 C
Bhubaneswar
Sunday, February 8, 2026
Homeଓଡିଶାବିଷ ପିଇଲେ ଦୁଇ ଛାତ୍ରଛାତ୍ରୀ

ବିଷ ପିଇଲେ ଦୁଇ ଛାତ୍ରଛାତ୍ରୀ

ଜଗତସିଂହପୁର: ନାଉଗାଁ କଲେଜ ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକା ସାଙ୍ଗରେ ବିଷ ପିଇଲେ ଦୁଇ ଛାତ୍ରଛାତ୍ରୀ । ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ବିଷ ପିଇଥିବା ସନ୍ଦେହ କରାଯାଉଛି । ଦୁହିଁଙ୍କୁ ପ୍ରଥମେ ଜଗତସିଂହପୁର ହସ୍ପିଟାଲ ନିଆଯାଇଥିଲା । ପରେ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ଉଭୟ ଛାତ୍ରଛାତ୍ରୀ ନାଉଗାଁ ଅଞ୍ଚଳର ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking