23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଭାରତୀୟ ସେୟାର ବଜାରରେ ଭୂକମ୍ପ

ଭାରତୀୟ ସେୟାର ବଜାରରେ ଭୂକମ୍ପ

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଭୂକମ୍ପ ଦେଖାଦେଇଛି। ଭାରତୀୟ ସେୟାର ବଜାରରେ ବଡ଼ ଧରଣର ହ୍ରାସ ହୋଇଥିବା ଦେଖିବାକୁ ମିଳିଛି। ୪୦୦୦ ପଏଣ୍ଟକୁ ସେନସେକ୍ସ ଖସି ଆସିଛି। ୧୧୫୦ ପଏଣ୍ଟ ଡାଉନ୍‌‌ରେ ନିଫ୍ଟ ଖୋଲିଛି। ୧୯୦୦ ପଏଣ୍ଟ ଡାଉନ୍‌‌ ମିଡକ୍ୟାପ ରହିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking