16.1 C
Bhubaneswar
Monday, February 9, 2026
Homeଓଡିଶାଆଗକୁ ଶଙ୍ଖ ଚିହ୍ନ ଓଡିଶାରେ ନଥିବ:  ପ୍ରଦୀପ

ଆଗକୁ ଶଙ୍ଖ ଚିହ୍ନ ଓଡିଶାରେ ନଥିବ:  ପ୍ରଦୀପ

ଭୁବନେଶ୍ୱର: ବିଜେପି  ସାଂସଦ ପ୍ରଦୀପ ପୁରୋହିତଙ୍କ   ବିସ୍ଫୋରକ ବୟାନ ଦେଇଛନ୍ତି । ବିଜେଡିର କର୍ପୁର ଉଡିଯାଇଛି  କନା ପଡିଛି । ଆଗକୁ ସମୟ ଆସିବ ଶଙ୍ଖ ଚିହ୍ନ ଓଡିଶାରେ ନଥିବ । ବିଜେଡି ବର୍ତ୍ତମାନ ଧ୍ୱଂସ ପାଦ ଦେଶରେ । ବିଜେପିକୁ ବିଶ୍ୱାସଘାତକତା କରିବାର ଫଳ ବିଜେଡି ଉପରେ ପଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking