27.2 C
Bhubaneswar
Wednesday, April 15, 2026
Homeଓଡିଶାସ୍ୱୀକୃତି ପ୍ରାପ୍ତ ମଦ ଦୋକାନ କମ କରିବାର କୌଣସି ଯୋଜନା ନାହିଁ : ମନ୍ତ୍ରୀ

ସ୍ୱୀକୃତି ପ୍ରାପ୍ତ ମଦ ଦୋକାନ କମ କରିବାର କୌଣସି ଯୋଜନା ନାହିଁ : ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନରେ ଆଜି ଗୃହକାଯ୍ୟ ସ୍ୱାଭାବିକ ଚାଲିଥିଲା । ବିଧାୟକଙ୍କ ପ୍ରଶ୍ନରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖୁଥିଲେ । ତେବେ ମଦ ଦୋକାନ କମ କରିବା ନେଇ ମଦ ଡା.ସି.ଏସ ରାଜେନ ଏକ୍କା ଆଜି ବିଧାନ ସଭାରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଶ୍ନ କରିଥିଲେ ଯେ ରାଜ୍ୟରେ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନ  କମ କରିବାର କିଛି ଯୋଦନା ଅଛି କି ? ଯଦି ହଁ ତାହେଲେ ଚଳିତ ଆର୍ଥିକ ବର୍ଷରେ କେତେ ଦୋକାନ କମ ହେବ ।   ଉତ୍ତରରେ ଅବକାରୀ ମନ୍ତ୍ରୀ   ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି , ରାଜ୍ୟ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନ କମ କରିବାର କୌଣସି ଯୋଜନା ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking