21.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶମେଘାଳୟ ବି ଥରିଲା

ମେଘାଳୟ ବି ଥରିଲା

ମେଘାଳୟ: ମିଆଁମାରରେ ୭.୨ ତୀବ୍ରତାର ଭୂମିକମ୍ପର କିଛି ସମୟ ପରେ, ମେଘାଳୟର ପୂର୍ବ ଗାରୋ ପାହାଡ଼ରେ ମଧ୍ୟ ୪.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। କୋଲକାତା ଏବଂ ଇମ୍ଫାଲରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ରାଜଧାନୀ ବ୍ୟାଙ୍କକରେ ଅନୁଭୂତ ହୋଇଥିବା ୭.୨ ସ୍କେଲର ଶକ୍ତିଶାଳୀ ଭୂମିକମ୍ପ ପରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking