19.1 C
Bhubaneswar
Friday, December 19, 2025
Homeଓଡିଶାପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା: ୧୨ଟା ୯ ଯାଏଁ ଗୃହ ମୁଲତବି

ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା: ୧୨ଟା ୯ ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ଆଜି ଗୃହରେ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହେବା ପରେ ହଙ୍ଗାମା ଦେଖିବାକୁ ମିଳିଥିଲା । ବିରୋଧୀ ଦଳ ଗୃହର ମଧ୍ୟଭାଗକୁ ଆସି ଘଣ୍ଟ ଓ ଝାଞ୍ଜ ବଜାଇ ପ୍ରତିବାଦ କରିଥିଲେ । ଅପରପକ୍ଷେ  ମେଡିକାଲ ଶିକ୍ଷାରେ, ଏସସି/ ଏସଟି , ଓବିସିଙ୍କ ପାଇଁ ୨୭ପ୍ରତିଶତ ସଂରକ୍ଷଣ ବିଜେଡି ଦାବି କରିଛି । ପ୍ରଶ୍ନକାଳ ସୁରୁଖୁରୁରେ ଚାଲିପାରିଲା ନାହିଁ । ଏନେଇ ବାଚସ୍ପତି ସୁରମା ପାଢୀ  ୧୨ଟା ୯ ଯାଏଁ ଗୃହ ମୁଲତବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking