19.1 C
Bhubaneswar
Wednesday, February 11, 2026
Homeଓଡିଶାମାଛ ପାଇଁ ଯୁବତୀଙ୍କୁ ହାଣିଦେଲେ

ମାଛ ପାଇଁ ଯୁବତୀଙ୍କୁ ହାଣିଦେଲେ

ମାଲକାନଗିରି : ମାଛ ଭାଗବଣ୍ଟାକୁ ନେଇ ଯୁବତୀଙ୍କୁ ହତ୍ୟା କରାଯାଇଛି । ମାଥିଲି ଥାନା ମହୁପଦର ଗାଁରେ ଯୁବତୀଙ୍କୁ ହତ୍ୟା କରାଯାଇଛି । ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking