ସମ୍ବଲପୁର : ଭିସୁଟ ଛାତ୍ରଙ୍କ ଉପରେ ଲାଗିଲା ଅଙ୍କୁଶ । ୭ଟି ଜାଗା ଉପରେ ଲାଗିଲା କଟକଣା । ଏହି କଟକଣା ଲଗାଇଲେ ଭିସୁଟ କର୍ତ୍ତୁପକ୍ଷ । ପାୱାର କେନାଲ , ମହାନଦୀ , ସାଇଫନ ଯିବାକୁ ବାରଣ କରାଯାଇଛି । ୧୮ ହଜାର , ରାଇଟ ଡାଇକ , ଝାଙ୍କରାଣୀ ମନ୍ଦିର , ଫିସରି ପଏଣ୍ଟକୁ ଯିବା ଉପରେ ବି କଟକଣା ଲଗାଯାଇଛି । କୌଣସି ସମୟରେ ନ ଯିବାକୁ ନୋଟିସ ଜାରି କରିଛି କର୍ତ୍ତୁପକ୍ଷ ।