ଭୁବନେଶ୍ୱର : ବିଧାନସଭାରେ ଜୟନାରାୟଣଙ୍କ ବିବୃତି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ବୟାନ ରଖିଛନ୍ତି । କହିଛନ୍ତି , ଜୟନାରାୟଣ ବିବୃତି , ସରକାର ସହମତ ନୁହେଁ । ଏହା ତାଙ୍କର ବ୍ୟକ୍ତିଗତ ମତ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।