19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶବ୍ରିଜ୍ ଉପରୁ ନଦୀକୁ ଖସିଲା ଟ୍ରକ: ଜଣେ ମୃତ

ବ୍ରିଜ୍ ଉପରୁ ନଦୀକୁ ଖସିଲା ଟ୍ରକ: ଜଣେ ମୃତ

ନୂଆଦିଲ୍ଲୀ : ରବିବାର ରାତିରେ ପାଲଘର ଜିଲ୍ଲାର ଖାନିଭାଡେ ସେତୁ ଉପରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଗାଡ଼ିଟି ପୋଲ ଉପରୁ ଖସି ତାନସା ନଦୀରେ ପଡ଼ିଯିବାରୁ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି ।ମୁମ୍ବାଇରୁ ଅହମ୍ମଦାବାଦ ଯାଉଥିବା ଟ୍ରକଟି ନଦୀରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମାଣ୍ଡଭି ପୋଲିସ ଷ୍ଟେସନ ଅଧିକାରୀ ସୋମବାର ସକାଳେ ଟ୍ରକଟି ଉଦ୍ଧାର କରାଯାଇଛି ।ଦୁର୍ଘଟଣାରେ ଜଣେ ଯାତ୍ରୀ ଅତୁଲ (୨୪)ଙ୍କ ମୃତ୍ୟୁ ହୋଇଥିଲା, ଯେତେବେଳେ ଅନ୍ୟ ଜଣେ ଆହତ ହେବା ସତ୍ତ୍ୱେ ପହଁରି ପହଁରି ସୁରକ୍ଷିତ ସ୍ଥାନକୁ ଫେରିବାରେ ସଫଳ ହୋଇଥିଲେ,” ଅଧିକାରୀ ଜଣକ କହିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking