25.1 C
Bhubaneswar
Saturday, March 21, 2026
Homeଓଡିଶାମିକ୍ସଚର ଫ୍ୟାକ୍ଟ୍ରିରେ ହୁତୁ ହୁତୁ ହୋଇ ଜଳିଲା ନିଆଁ

ମିକ୍ସଚର ଫ୍ୟାକ୍ଟ୍ରିରେ ହୁତୁ ହୁତୁ ହୋଇ ଜଳିଲା ନିଆଁ

ଭୁବନେଶ୍ବର: ଭୁବନେଶ୍ବର ସହିଦ ନଗରରେ ଭୟାବହ ଅଗ୍ନିକାଣ୍ଡ। ଏଠାରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । ହୁତୁହୁତୁ ହୋଇ  ଜଳୁଛି ନିଆଁ  । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି  ।  ନିଆଁ ଲାଗିବାର କାରଣ ଜଣାପଡ଼ିନଥିବା ବେଳେ ସ୍ଥାନୀୟ ପରିବେଶ ଧୁଆଁମୟ ହୋଇଯାଇଛି। ସେଠାରେ ଥିବା ସ୍ଥାନୀୟ ବାସିନ୍ଦା ଭୟବୀତ ଅବସ୍ଥାରେ ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking