30.7 C
Bhubaneswar
Thursday, June 18, 2026
Homeଦେଶ ବିଦେଶଛତିଶଗଡ଼ରେ ଆତ୍ମସମର୍ପଣ କଲେ ୧୧ ଜଣ ନକ୍ସଲ

ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୧୧ ଜଣ ନକ୍ସଲ

ରାୟପୁର: ଛତିଶଗଡ଼ର ନାରାୟଣପୁରରେ ନକ୍ସଲ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଆଜି ୧୧ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମୁଣ୍ଡ ଉପରେ ୪୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବାବେଳେ ସେମାନଙ୍କ ମଧ୍ୟରେ ୭ ଜଣ ମହିଳା ନକ୍ସଲ ମଧ୍ୟ ଅଛନ୍ତି। ଏହି ସୂଚନା ନାରାୟଣପୁର ପୋଲିସ ଏସଏସପି ପ୍ରଭାତ କୁମାର ଦେଇଛନ୍ତି। ଏହି ନକ୍ସଲମାନେ ବିଏସଏଫ ଏବଂ ଆଇଟିବିପି ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking