18.1 C
Bhubaneswar
Friday, December 12, 2025
Homeଓଡିଶାପୌର ପରିଷଦରେ  ପଶିଲା ଭିଜିଲାନ୍ସ ରେଡ

ପୌର ପରିଷଦରେ  ପଶିଲା ଭିଜିଲାନ୍ସ ରେଡ

ଝାରସୁଗୁଡା : ଝାରସୁଗୁଡା ପୌରପରିଷଦରେ ଭିଜିଲାନ୍ସ ରେଡ କରିଛି । ପୌର ପରିଷଦର ଆକାଉଣ୍ଟ ବିଭାଗରେ ଖୋଳତାଡ  ଜାରି ରଖିଛି । ୭୨ ଲକ୍ଷ ୧୭ ହଜାର ଟଙ୍କା ହେରଫେର ଘଟଣାରେ ରେଡ କରିଛି । କିଛି କର୍ମଚାରୀ ଟଙ୍କା ନେଇ ପୈଠ କରିନଥିବା ଅଭିଯୋଗରେ ଭିଜିଲାନ୍ସ  ଝାରସୁଗୁଡା ପୌରପରିଷଦରେ  ରେଡ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking