ଭୁବନେଶ୍ୱର : ନାରୀ ସୁରକ୍ଷା ଓ ବିପଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଲେ କଂଗ୍ରେସ ସଦସ୍ୟ । ବଜେଟ ଅଧିବେଶନ ଆରମ୍ଭ ପୂର୍ୱରୁ ବିଧାନ ସଭା ପରିସରରେ ବିରୋଧ ଦେଖାଦେଇଛି ।