31.1 C
Bhubaneswar
Wednesday, February 11, 2026
Homeଓଡିଶାରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ରେଡ

ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ରେଡ

କେନ୍ଦୁଝର:  କେନ୍ଦୁଝର ବିଜେଡି ନେତା ରାଜା ଚକ୍ର ମାମାଲାରେ ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଇଓଡବ୍ଲଲ୍ୟୁ ଓ ଏସଟିଏଫର ମିଳିତ ଚଢାଉ କରାଯାଇଛି । ରାଜ୍ୟର ସମସ୍ତ ମାଇନ୍ସ କରିଡରର ଚେକ ପଏଣ୍ଟରେ ରେଡ କରାଯାଇଛି ।  ସୁନ୍ଦରଗଡ , ସମ୍ବଲପୁର , କେନ୍ଦୁଝରରେ ଚଢାଉ ଚାଲିଛି । ବ୍‌ରହ୍ମପୁରର ଗୋପାଳପୁରରେ ମଧ୍ୟ ରେଡ କରିଛି ଇଓଡବ୍ଲ୍ୟୁ , ଏସଟିଏଫ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking