ନବରଙ୍ଗପୁର: ମାସକର ଶିଶ୍ରୁୁତ୍ରକୁ ୪୦ରୁ ଅଧିକ ଚେଙ୍କ ଦିଆଯାଇଛି । ଶିଶୁର ପେଟ ଓ ମୁଣ୍ଡରେ ଦିଆଯାଇଛି ୪୦ରୁ ଅଧିକ ଚେଙ୍କ । ଗୁରୁତର ଅବସ୍ଥାରେ ଶିଶୁ ଉମରକେଟ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଛି । ନବରଙ୍ଗ ପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଫୁଣ୍ଡେଲପଡା ଗାଁର ଘଟଣା ।










